অর্থ : ଏହି ଜ୍ଞାନ ଯାହା ସ୍ମରଣ ଶକ୍ତିଦ୍ୱାରା ଏକତ୍ର ବା ପ୍ରାପ୍ତ ହୋଇଥାଏ
							উদাহরণ : 
							ପିଲାଦିନର ସ୍ମୃତି ମନେପଡ଼ିଲେ ମନ ପ୍ରସନ୍ନ ହୋଇଯାଏ
							
অন্য ভাষালৈ অনুবাদ :
অর্থ : ସେହି ଶକ୍ତି ଯାହା ମନରେ ନୂଆ, ଅପୂର୍ବ, ଅଦୃଷ୍ଟ, ଅଶ୍ରୁତଆଦି ଘଟଣାର ସ୍ୱରୂପକୁ ସମ୍ମୁଖକୁ ଆଣେ
							উদাহরণ : 
							ମୂର୍ତ୍ତିଗଠନକାରୀର କଳ୍ପନା ଖୋଦେଇ ପଥରରେ ମୂର୍ତ୍ତ ରୂପ ଦିଏ
							
সমার্থক : କଳ୍ପନା, କଳ୍ପନାଶକ୍ତି, ଭାବନା
অন্য ভাষালৈ অনুবাদ :
The ability to form mental images of things or events.
He could still hear her in his imagination.অর্থ : ମନରେ ଉତ୍ପନ୍ନ ହେଉଥିବା କଥା
							উদাহরণ : 
							ମୋର ଚିନ୍ତା ହେଉଛି ଯେ ଏହି କାମ ବର୍ତ୍ତମାନ ହୋଇଯିବା କଥା  ବିଚାର ଉପରେ ବିବେକର ଅବଶ୍ୟ ଅଙ୍କୁଶ ରହିବା ଆବଶ୍ୟକ
							
অন্য ভাষালৈ অনুবাদ :