অর্থ : ଖାଇବା ପିଇବା ଜିନିଷ ବା କୌଣସି ଅନ୍ୟ ବସ୍ତୁକୁ ଉପଯୋଗୀ କରିବା କ୍ରିୟା
							উদাহরণ : 
							ଅଧିକ ରକ୍ତଚାପରେ ପୀଡ଼ିତ ବ୍ୟକ୍ତିକୁ ନିୟମିତ ଭାବରେ ଔଷଧ ସେବନ କରିବା ଉଚିତ
							
সমার্থক : ଉପଭୋଗ, ଗ୍ରହଣ କରିବା, ଭୋଜନ, ସେବନ
অন্য ভাষালৈ অনুবাদ :
The act of using.
He warned against the use of narcotic drugs.অর্থ : ଚିନ୍ତା, ରୋଗ ଆଦି କାରଣରୁ ଶରୀର ଉପରେ କୁପ୍ରଭାବ ପଡ଼ିବା ବା କାହାର ମୃତ୍ୟୁ ହେବା
							উদাহরণ : 
							ବୋହୂର ମୃତ୍ୟୁ ପରେ ହିଁ ମାଆକୁ ଚିନ୍ତା ଖାଇଗଲା
							
অন্য ভাষালৈ অনুবাদ :
चिंता,बीमारी आदि से शरीर पर कुप्रभाव पड़ना या किसी की मृत्यु होना।
बहू की मृत्यु के बाद ही माँ को चिंता खा गई।অর্থ : ଶୀଘ୍ର ଶୀଘ୍ର ବା ହିଂସ୍ର ଭାବରେ ଖାଇବା
							উদাহরণ : 
							ବାଘ ଠେକୁଆକୁ ଭକ୍ଷଣକଲା
							
সমার্থক : ଭକ୍ଷଣ କରିବା
অন্য ভাষালৈ অনুবাদ :
অর্থ : କୌଣସି ବସ୍ତୁକୁ ଆବଶ୍ୟକତାରୁ ଅଧିକ ଉପଯୋଗ କରିବା ବା ନଷ୍ଟ କରିବା
							উদাহরণ : 
							ଏହି ଗାଡ଼ି ବହୁତ ପେଟ୍ରୋଲ ପିଉଛି
							
সমার্থক : ପିଇବା
অন্য ভাষালৈ অনুবাদ :
অর্থ : ଘରେ କେହି ନୂଆ ବ୍ୟକ୍ତିଙ୍କ ଆଗମନ ହେଉଁହେଉଁ ସେହି ଘରର କୌଣସି ସଦସ୍ୟଙ୍କ ମୃତ୍ୟୁ ହେବା
							উদাহরণ : 
							ଜନ୍ମ ହେବାମାତ୍ରେ ହିଁ ସେ ତା ମାଆକୁ ଖାଇଗଲା
							
অন্য ভাষালৈ অনুবাদ :
घर में किसी नए व्यक्ति के आगमन होते ही उसी घर के किसी सदस्य का निधन हो जाना।
पैदा होते ही वह अपनी माँ को खा गई।অর্থ : ପରଶା ଯାଇଥିବା ଖାଦ୍ୟ ଖାଇବା
							উদাহরণ : 
							ପ୍ରବଚନ ସରିବା ପରେ ଭକ୍ତମାନେ ଧାଡ଼ିରେ ବସି ଭୋଜନ କରୁଥିଲେ
							
সমার্থক : ଭୋଜନ କରିବା
অন্য ভাষালৈ অনুবাদ :
Eat a meal. Take a meal.
We did not eat until 10 P.M. because there were so many phone calls.অর্থ : (ବ୍ୟକ୍ତିର ଗୁଣ ଆଦି) ନଷ୍ଟ କରିବା
							উদাহরণ : 
							ଗର୍ବ ମଣିଷକୁ ଖାଇଯାଏ
							
সমার্থক : ନଷ୍ଟ କରିବା, ବରବାଦ କରିବା
অন্য ভাষালৈ অনুবাদ :
অর্থ : ଆହାରଆଦିକୁ ମୁଁହଦ୍ୱାରା ପେଟ ଭିତରକୁ ନେଇଯିବା
							উদাহরণ : 
							ବାଘ ମାଂସ ଖାଉଛି
							
সমার্থক : ଆହାର କରିବା
অন্য ভাষালৈ অনুবাদ :