অর্থ : ଯେଉଁ କୋଷରେ ବର୍ଣ୍ଣମାଳା କ୍ରମରେ ବହୁତ ଶବ୍ଦର ଅର୍ଥ ତଥା ଅନ୍ୟାନ ସୂଚନା ସହିତ ଦିଆଯାଇଥାଏ
							উদাহরণ : 
							ଆଜି ମଧ୍ୟ ଭଲ ଓଡ଼ିଆ ଶବ୍ଦକୋଷର ଅଭାବ ରହିଛି
							
অন্য ভাষালৈ অনুবাদ :
A reference book containing an alphabetical list of words with information about them.
dictionary, lexiconঅর্থ : ସଞ୍ଚିତ ଧନ, ଜ୍ଞାନଆଦି
							উদাহরণ : 
							କୋଷକୁ ଉଚିତ ଜାଗାରେ ଖର୍ଚ୍ଚ କରିବା ଉଚିତ୍  ଦାଦା ଜଣେ ଚଲା ବୁଲା କୋଷ
							
সমার্থক : ନିଧି
অন্য ভাষালৈ অনুবাদ :
অর্থ : ଉତ୍କୃଷ୍ଟ ବା ବହୁମୂଲ୍ୟ ବସ୍ତୁଗୁଡ଼ିକର ସଂଗ୍ରହ
							উদাহরণ : 
							ତା ପାଖରେ ପୁରୁଣା ଗହଣା, ମୁଦ୍ରା ଆଦିର ଭଣ୍ଡାର ରହିଛି
							
সমার্থক : ଭଣ୍ଡାର
অন্য ভাষালৈ অনুবাদ :
অর্থ : ଶରୀର ରଚନାର ଏକ ଭାଗ ଯାହା ସମାନ କାର୍ଯ୍ୟ ଏବଂ ସଂରଚନାତ୍ମକ କୋଷିକାମାନଙ୍କ ସହିତ ମିଳି ତିଆରି ହୋଇଥାଏ
							উদাহরণ : 
							ମାନବ ଶରୀରରେ ବିଭିନ୍ନ ପ୍ରକାରର କୋଷ ମିଳିଥାଏ
							
অন্য ভাষালৈ অনুবাদ :
Part of an organism consisting of an aggregate of cells having a similar structure and function.
tissueঅর্থ : ଯେଉଁ ସ୍ଥାନରେ କୋଷ ବା ବହୁତ ଧନ ରହିଥାଏ
							উদাহরণ : 
							ଡକାୟତମାନେ ଭଣ୍ଡାରରେ ରଖାଯାଇଥିବା ସବୁ ଧନ ଚୋରେଇନେଲେ
							
অন্য ভাষালৈ অনুবাদ :
A storehouse for treasures.
treasure house