অর্থ : କରଜଗ୍ରହୀତାଙ୍କ ଋଣ ବା ଅପରାଧୀଙ୍କ ଜରିମାନା ଆଦାୟ କରିବା ନିମନ୍ତେ ରାଜ୍ୟଦ୍ୱାରା ତାଙ୍କର ସମ୍ପତ୍ତି ଉପରେ ଅଧିକାର
							উদাহরণ : 
							ଋଣ ଫେରେଇ ନ ଥିବା କୃଷକଙ୍କ କୋରଖ କରାଯାଉଛି
							
অন্য ভাষালৈ অনুবাদ :
Placing private property in the custody of an officer of the law.
impounding, impoundment, internment, poundageঅর্থ : ଅଧିକାରୀ ଅଥବା ରାଜ୍ୟଦ୍ୱାରା ଦଣ୍ଡ ସ୍ୱରୂପ କୌଣସି ଅପରାଧୀର ସଂପତ୍ତି ହରଣ
							উদাহরণ : 
							ଲାଲାଜୀଙ୍କ ସବୁ ସମ୍ପତ୍ତି ଜବତ ହୋଇଛି
							
সমার্থক : ଜବତ
অন্য ভাষালৈ অনুবাদ :