অর্থ : ତିଳକ ଲଗାଇବାପାଇଁ ବ୍ୟବହୃତ ପ୍ରସିଦ୍ଧ ଲାଲ ଚୂର୍ଣ୍ଣ ଧାର୍ମିକ ଅନୁଷ୍ଠାନମାନଙ୍କରେ ଯାହାର ବ୍ୟବହାର ହୋଇଥାଏ
							উদাহরণ : 
							ସେ ପ୍ରତିଦିନ କୁମକୁମ ଚନ୍ଦନ ଆଦି ଦେଇ ପ୍ରଭୁଙ୍କୁ ପୂଜା କରେ
							
অন্য ভাষালৈ অনুবাদ :
অর্থ : ଥଣ୍ଡା ଦେଶରେ ହେଉଥିବା ଏକ ପ୍ରକାର ଲମ୍ବା ଫୁଲ ଯେଉଁଥିରୁ ଉତ୍କୃଷ୍ଟ ସୁଗନ୍ଧ ବାହାରିଥାଏ
							উদাহরণ : 
							ମୋତେ ଜାଫ୍ରାନ୍ ଫୁଲ ବହୁତ ପସନ୍ଦ
							
অন্য ভাষালৈ অনুবাদ :
Dried pungent stigmas of the Old World saffron crocus.
saffron