অর্থ : ସେତିକି ବସ୍ତୁ ବା ଅଂଶ ଯାହାକୁ ଥରକରେ ଘଣାରେ ଢାଳି ପେଡ଼ା ଯାଇପାରେ ବା ଚକିରେ ପେଷା ଯାଇପାରେ
							উদাহরণ : 
							ପେଷିବା ପାଇଁ ଆଉ ଦୁଇ ଥର ବାକି ଅଛି
							
অন্য ভাষালৈ অনুবাদ :
অর্থ : କିସ୍ତିରେ ଶୁଝାଯାଉଥିବା ଋଣର ସେହି ଅଂଶ
							উদাহরণ : 
							ମୁଁ ଏହି ମାସର କିସ୍ତି ଜମା କରିଦେଇଛି
							
অর্থ : ଋଣ କିମ୍ବା ଦେବାକୁଥିବା କୌଣସି ଅଂଶ ଯାହା ଏକ ସମୟରେ ଦିଆଯାଏ
							উদাহরণ : 
							ମୁଁ ଏହି ଋଣ କିସ୍ତିରେ ଶୁଝିବି
							
অন্য ভাষালৈ অনুবাদ :
A payment of part of a debt. Usually paid at regular intervals.
installment