অর্থ : ଧର୍ମର ଆଡ଼ମ୍ବର ଆଳରେ ସ୍ୱାର୍ଥ ସାଧନ କରୁଥିବା ଲୋକ
							উদাহরণ : 
							ଠକ ଭଣ୍ଡ ବାବା ଚକ୍କରରେ ପଡ଼ି ମୋହିନୀ ବହୁତ ପଶ୍ଚାତାପ କରୁଛି
							
অন্য ভাষালৈ অনুবাদ :
অর্থ : ମାଂସ ଆଦି ଖାଉଥିବା ଶୈବମତାବଲମ୍ବୀ ତାନ୍ତ୍ରିକ ସାଧୁ
							উদাহরণ : 
							କାପାଳିକ ନିଜ ହାତରେ ମଣିଷର ଖପୁରି ଧରିଥାନ୍ତି
							
অন্য ভাষালৈ অনুবাদ :
शैवमत का तांत्रिक साधु जो मांस आदि खाता है।
कापालिक अपने हाथ में मनुष्य का कपाल लिए रहते हैं।