অর্থ : ପାଣିରେ ମିଶାଯାଇଥିବା ଧୁଳି, ମାଟିଆଦି
							উদাহরণ : 
							ବର୍ଷାରେ ସବୁ ମାଟି ରାସ୍ତା କାଦୁଅରେ ଭର୍ତ୍ତି ହୋଇଯାଏ
							
সমার্থক : କର୍ଦ୍ଦମ
অন্য ভাষালৈ অনুবাদ :
অর্থ : ଯେଉଁ ଭୂମି ବହୁତ ତଳ ପର୍ଯ୍ୟନ୍ତ ଆଦ୍ର ଏବଂ ନରମ ଯେଉଁଥିରେ କୌଣସି ବସ୍ତୁ ଧସିଯାଇ ତଳ ପର୍ଯ୍ୟନ୍ତ ଯାଏ
							উদাহরণ : 
							ସେ ପଙ୍କରେ ପଡ଼ିଗଲା
							
সমার্থক : ପଙ୍କ
অন্য ভাষালৈ অনুবাদ :