অর্থ : ଧାରୁଆ ଅସ୍ତ୍ରଆଦିରେ କୌଣସି ବସ୍ତୁଆଦିକୁ ଦୁଇ କିମ୍ବା କେତେ ଖଣ୍ଡ କରିବା ବା କେତେ ଭାଗରେ ଅଲଗା କରିବା
							উদাহরণ : 
							ମାଳୀ ଛୋଟ ଗଛଗୁଡ଼ିକୁ କାଟୁଅଛି
							
সমার্থক : କଲମ କରିବା
অন্য ভাষালৈ অনুবাদ :
অর্থ : କାହାର ମତ, ବିଚାର ବା କଥନକୁ ଭୁଲ୍ ସାବ୍ୟସ୍ତ କରିବା
							উদাহরণ : 
							ସେ ମୋର କଥାକୁ ଖଣ୍ଡନ କଲା
							
সমার্থক : ଖଣ୍ଡନ କରିବା
অন্য ভাষালৈ অনুবাদ :
অর্থ : ଆଘାତ ଲଗିବାପରେ କଷ୍ଟ ହେବା
							উদাহরণ : 
							ପଥରରେ ମାଡ଼ ହେବାକ୍ଷଣି ମୋ ମୁଣ୍ଡରେ ଯନ୍ତ୍ରଣା ହେବାକୁ ଲାଗିଲା
							
সমার্থক : କଷ୍ଟହେବା, ଦରଜହେବା, ପୀଡ଼ାହେବା, ଯନ୍ତ୍ରଣା ହେବା
অন্য ভাষালৈ অনুবাদ :
चोट आदि लगने पर तक़लीफ़ होना।
पत्थर से टकराते ही मेरे सर में पीड़ा होने लगी।অর্থ : ରସ, ଛାଲ ଆଦି ବାହାର କରିବା ପାଇଁ ଶରୀର, ଗଛ ଆଦି ଉପରେ କୌଣସି ହତିଆର ଦ୍ୱାରା ଆଘାତ କରି ତା ଉପର ଭାଗ କାଟିବା ବା ଛେଲିବା
							উদাহরণ : 
							ମହେଶ ନିମ ଗଣ୍ଡିକୁ ଛେଲୁଛି
							
সমার্থক : କ୍ଷତ କରିବା, ଛେଲିବା
অন্য ভাষালৈ অনুবাদ :
रस, छाल आदि निकालने के लिए शरीर, पेड़-पौधे आदि पर किसी हथियार से आघात करके उसके ऊपर का भाग काटना या खुरचना।
महेश नीम के तने को पाछ रहा है।অর্থ : କଇଁଚି ବା ସେହିପରି କୌଣସି ହତିଆରଦ୍ୱାରା କାଟିବା
							উদাহরণ : 
							ମାଳି ବଗିଚାରେ ଛୋଟଗଛଗୁଡ଼ିକ ପ୍ରତି ମାସରେ କାଟେ
							
অন্য ভাষালৈ অনুবাদ :
অর্থ : ତାସ ଆଦିର ଗଦାରୁ କିଛିଭାଗ ଉଠାଇ ଅଲଗା କରିବା
							উদাহরণ : 
							ଯାଦୁକରର କହିବା ଅନୁସାରେ ମୁଁ ତାସକୁ କାଟିଲି
							
সমার্থক : ଅଲଗା କରିବା
অন্য ভাষালৈ অনুবাদ :
Divide a deck of cards at random into two parts to make selection difficult.
Wayne cut.অর্থ : କୌଣସି ଲେଖାକୁ କଲମରେ କାଟିଦେବା
							উদাহরণ : 
							ଶିକ୍ଷକ ଭୁଲ ଉତ୍ତରକୁ କାଟିଦେଲେ
							
সমার্থক : ଛକି ମାରିବା
অন্য ভাষালৈ অনুবাদ :
অর্থ : ନିର୍ବାହ କରିବା ବା ବିତାଇଥିବା
							উদাহরণ : 
							ସେ ତାର ପିଲାଦିନ ଅତି ଗରିବ ଅବସ୍ଥାରେ କାଟିଥିଲା
							
সমার্থক : ନିର୍ବାହ କରିବା, ବିତାଇବା
অন্য ভাষালৈ অনুবাদ :
निर्वाह करना या व्यतीत करना।
उसने अपना बचपन बहुत गरीबी में बिताया।