অর্থ : କୌଣସି ନାମରେ ଜଣାଯିବା
							উদাহরণ : 
							ଲୋକ ଗାନ୍ଧୀଙ୍କୁ ବାପୁ ମଧ୍ୟ କହନ୍ତି
							
সমার্থক : ବୋଲିବା
অন্য ভাষালৈ অনুবাদ :
অর্থ : ମୁହଁରେ ବ୍ୟକ୍ତ ଏବଂ ସ୍ପଷ୍ଟ ଧ୍ୱନି ବାହାରିବା
							উদাহরণ : 
							ସୀମା ‘ଡ’ କୁ ‘ର’ କହେ
							
সমার্থক : ଉଚ୍ଚାରଣ କରିବା, ଉଚ୍ଚାରିବା, ବୋଲିବା
অন্য ভাষালৈ অনুবাদ :
অর্থ : ହିତକଥା କହିବା
							উদাহরণ : 
							ବୁଦ୍ଧ ଆମକୁ ଜୀବନରେ ଉଚିତ ମୂଲ୍ୟର ଶିକ୍ଷା ଦେଲେ
							
সমার্থক : ବତେଇବା, ଶିକ୍ଷା ଦେବା, ଶିଖେଇବା
অন্য ভাষালৈ অনুবাদ :
हित की बातें बताना।
बुद्ध ने हमें जीवन के सही मूल्यों की सीख दी है।অর্থ : କାହା ସାମନାରେ କୌଣସି ଘଟଣା ଆଦିର ସମ୍ବନ୍ଧିତ ଲୋକମାନଙ୍କର ନାମ ବତାଇବା
							উদাহরণ : 
							ସେ ପୋଲିସ ସାମନାରେ ଚାରି ଲୋକଙ୍କର ନାମ ପ୍ରକାଶ କଲା
							
সমার্থক : ପ୍ରକାଶ କରିବା, ବତାଇବା
অন্য ভাষালৈ অনুবাদ :
অর্থ : ମୁହଁରେ କୌଣସି କଥା, ବିଚାରଆଦି ବ୍ୟକ୍ତ କରିବା
							উদাহরণ : 
							ଆପଣଙ୍କର କିଛି ଦରକାର ହେଲେ ମୋତେ କହନ୍ତୁ
							
সমার্থক : ବ୍ୟକ୍ତ କରିବା
অন্য ভাষালৈ অনুবাদ :
मुँह से कोई बात, विचार आदि व्यक्त करना।
बच्चा राम-राम बोल रहा है।অর্থ : କିଛି କରିବାପାଇଁ ଆଦେଶଦେବା
							উদাহরণ : 
							ଗୁରୁ ତୁମକୁ ଘରକୁ ଯିବାପାଇଁ କହିଛନ୍ତି  ସେ ନିଜେ କିଛି କରେ ନାହିଁ କେବଳ ଅନ୍ୟକୁ ବରାଦ କରେ
							
সমার্থক : ଆଜ୍ଞା କରିବା, ଆଜ୍ଞା ଦେବା, ଆଦେଶ ଦେବା, ବରାଦ କରିବା
অন্য ভাষালৈ অনুবাদ :
कुछ करने का आदेश देना।
गुरुजी ने घर जाने के लिए कहा।অর্থ : କୌଣସି ବସ୍ତୁ, ସୂଚନାଆଦି କାହାକୁ ବତାଇବା
							উদাহরণ : 
							ସେ ମୋତେ କହିଲା ଯେ ସେ କାମ ଛାଡ଼ିକରି ଯାଉଛି
							
অন্য ভাষালৈ অনুবাদ :
किसी वस्तु, सूचना आदि से किसी को परिचित कराना।
उसने मुझे बताया कि वह काम छोड़कर जा रहा है।অর্থ : କୌଣସି ବସ୍ତୁ ଓ କାର୍ଯ୍ୟ ବିଷୟରେ ବର୍ଣ୍ଣନା କରିବା
							উদাহরণ : 
							ରହିମ ଆଜି ଆସିବନି ବୋଲି ସେ କହିଲା
							
সমার্থক : ଜଣାଇବା, ବତେଇବା, ସୂଚନା ଦେବା, ସୂଚିତ କରିବା
অন্য ভাষালৈ অনুবাদ :
किसी वस्तु, काम आदि के बारे में बताना।
उसने कहा कि रहीम आज नहीं आयेगा।অর্থ : ସଭାରେ ଶ୍ରୋତାମାନଙ୍କ ସାମ୍ନାରେ କୌଣସି ବିଷୟରେ ନିଜର ଭାବ ବ୍ୟକ୍ତ କରିବା
							উদাহরণ : 
							ମୁଖ୍ୟ ଅତିଥି ଅନୁଶାସନର ମହତ୍ତ୍ୱ ଉପରେ ଭାଷଣ ଦେଲେ
							
সমার্থক : ବକ୍ତବ୍ୟପ୍ରଦାନକରିବା, ଭାଷଣଦେବା
অন্য ভাষালৈ অনুবাদ :
सभा आदि में श्रोताओं के सामने किसी विषय पर अपने भाव व्यक्त करना।
मुख्य अतिथि ने अनुशासन के महत्व पर भाषण दिया।অর্থ : କାହାରି ବିଷୟରେ ନିଶ୍ଚିତତା ଓ ଆତ୍ମବିଶ୍ୱାସ ସହିତ କିଛି ସକାରାତ୍ମକ ବିବରଣୀ ଦେବା
							উদাহরণ : 
							ସେ ଭଲଲୋକ ନୁହେଁ ବୋଲି ମୁଁ ତୁମକୁ କହିଥିଲି
							
সমার্থক : ବିବରଣୀଦେବା, ବୋଲିବା, ବ୍ୟକ୍ତକରିବା, ସ୍ପଷ୍ଟକରିବା
অন্য ভাষালৈ অনুবাদ :
অর্থ : କିଛି କହିକି ବାଧକ ହେବା
							উদাহরণ : 
							ଆପଣ ମଝିରେ କୁହନ୍ତୁ ନାହିଁ  ଆପଣ ମଝିରେ କଣ ପାଇଁ କୁହୁଛନ୍ତି?