অর্থ : ମାଛ ଶରୀର ଭିତରେ ମିଳୁଥିବା କଣ୍ଟା ଭଳି ଅସ୍ଥି
							উদাহরণ : 
							ମାଛ ଖାଇବା ସମୟରେ ରାମୁର ତଣ୍ଟିରେ କଣ୍ଟା ଲାଗିଗଲା
							
সমার্থক : ମାଛ କଣ୍ଟା
অন্য ভাষালৈ অনুবাদ :
मछली के शरीर के अंदर पाई जानेवाली काँटे जैसी अस्थि।
मछली खाते समय रामू के मुँह में काँटा चुभ गया।A bone of a fish.
fishboneঅর্থ : ମାଛ ଧରିବାପାଇଁ ବ୍ୟବହୃତ ଲୁହାକଣ୍ଟା
							উদাহরণ : 
							ମାଛ ଧରିବାପାଇଁ ମୋହନ କଣ୍ଟାରେ ଥୋପ ଲଗାଇଲା
							
সমার্থক : ବନ୍ସୀ କଣ୍ଟା, ବଡ଼ଶୀ
অন্য ভাষালৈ অনুবাদ :
A sharp barbed hook for catching fish.
fishhookঅর্থ : ନଟୁର ତଳେ ଲାଗିଥିବା କଣ୍ଟା
							উদাহরণ : 
							ଏହି ନଟୁର କଣ୍ଟା ଭାରି ଛୋଟ
							
অন্য ভাষালৈ অনুবাদ :
অর্থ : ଗଛର ଡାଳ, ଗଣ୍ଡି, ପତ୍ରଆଦିରୁ ବାହାରିଥିବା ଅଂଶ ଯାହା ଛୁଞ୍ଚି ପରି ହୋଇଥାଏ
							উদাহরণ : 
							ଜଙ୍ଗଲରେ ଯାଉଥିବାବେଳେ ତା ପାଦରେ କଣ୍ଟା ପଶିଗଲା
							
সমার্থক : କଣ୍ଟକ
অন্য ভাষালৈ অনুবাদ :
অর্থ : କୌଣସି ମାପକ ଉପକରଣରେ ଲଗାଯାଇଥିବା ଲମ୍ବା, ପତଳା, ତୀକ୍ଷ୍ଣ ଭାଗ ଯାହା କୌଣସି ମାପର ଫଳକୁ ଦେଖାଏ
							উদাহরণ : 
							କମ୍ପାସର କଣ୍ଟା ଉତ୍ତର-ଦକ୍ଷିଣ ଦେଖାଏ
							
অন্য ভাষালৈ অনুবাদ :
A pointed projection.
prongঅর্থ : ଛୁଞ୍ଚି ବା କୀଳାପରି କୌଣସି ମୁନିଆ ଜିନିଷ
							উদাহরণ : 
							ରାମ ଚାରିକାନ୍ଥରେ କଣ୍ଟା ପିଟିଲା
							
অন্য ভাষালৈ অনুবাদ :
An iron spike attached to the shoe to prevent slipping on ice when walking or climbing.
climber, climbing iron, crampon, crampoon