অর্থ : ରୁକ୍ଷ ହେବାର ଅବସ୍ଥା ବା ଭାବ
							উদাহরণ : 
							ସ୍ୱାର୍ଥ ଯୋଗୁଁ ମୁଁ ତାଙ୍କ କଠୋରତା ସହିନେଉଛି ନହେଲେ କଠୋରତା କଣ ଭଲ ଲାଗେ?
							
সমার্থক : ଉଗ୍ରତା, କର୍କଶତା, ରୁକ୍ଷତା
অন্য ভাষালৈ অনুবাদ :
Venom secreted by certain snakes.
snake venomঅর্থ : କଠୋର ହେବାର ଅବସ୍ଥା ବା ଭାବ
							উদাহরণ : 
							ଶୁଖିଲା ମାଟିର କଠିନତା ଦୂର କରିବାପାଇଁ ସେଥିରେ ପାଣି ଢାଳ
							
অন্য ভাষালৈ অনুবাদ :
অর্থ : ନିର୍ଦ୍ଦୟ ହେବାର ଅବସ୍ଥା ବା ଭାବ
							উদাহরণ : 
							ସୁରେଶ ଶ୍ରମିକମାନଙ୍କ ସହିତ ନିର୍ଦ୍ଦୟତା ସହିତ ବ୍ୟବହାର କରୁଛି
							
সমার্থক : କରୁଣାହୀନତା, କ୍ରୁରତା, ଦୟାହୀନତା, ନିର୍ଦ୍ଦୟତା, ନିଷ୍ଠୁରତା, ନୃଶଂସତା, ହୃଦୟହୀନତା
অন্য ভাষালৈ অনুবাদ :
অর্থ : ରୁକ୍ଷ ହେବାର ଅବସ୍ଥା ବା ଭାବ
							উদাহরণ : 
							ରକ୍ଷା ଆଜି ବଡ଼ ରୁକ୍ଷତାରସହ ମୋତେ କଥାବାର୍ତ୍ତା କଲା
							
অন্য ভাষালৈ অনুবাদ :
Objectivity and detachment.
Her manner assumed a dispassion and dryness very unlike her usual tone.অর্থ : କଠୋର ବ୍ୟବହାର
							উদাহরণ : 
							କେବେକେବେ ପୋଲିସକୁ ଅପରାଧିମାନଙ୍କ ସହିତ କଠୋରତା ଦେଖାଇବାକୁ ପଡ଼େ
							
সমার্থক : କଠୋରପଣ
অন্য ভাষালৈ অনুবাদ :