অর্থ : ଯେ ପ୍ରକୃତି, ପ୍ରବୃତ୍ତି, ସ୍ଥିତିଆଦିର ବିଚାରରେ ଅନ୍ୟର ପକ୍ଷ ଗ୍ରହଣ କରେ
							উদাহরণ : 
							ମୁଁ ତାକୁ ଯାହା କହେ ସେ ତାର ଠିକ୍ ବିପରୀତ କାମ କରେ
							
অন্য ভাষালৈ অনুবাদ :
Altogether different in nature or quality or significance.
The medicine's effect was opposite to that intended.অর্থ : ଯିଏ କ୍ରମ, ମାନ୍ୟତାଆଦି ବିଚାରରେ କାହାର ବିରୁଦ୍ଧ ବା ଅନ୍ୟ ପକ୍ଷରେ ପଡ଼ିଥାଏ
							উদাহরণ : 
							ସେ ଦୁଇଜଣ ବିପରୀତ ବିଚାରଧାରାର ହୋଇ ମଧ୍ୟ ଭଲ ମିତ୍ର
							
অন্য ভাষালৈ অনুবাদ :
অর্থ : ଏପଟ ସେପଟ
							উদাহরণ : 
							ସେ ଲୋକମାନଙ୍କୁ ଓଲଟା ପାଲଟା ବୁଝାଇଦେଲା
							
সমার্থক : ଓଲଟା ପାଲଟା
অন্য ভাষালৈ অনুবাদ :
इधर का उधर या ग़लत तरीक़े से।
उसने लोगों को उलटा-पुलटा समझा दिया।