অর্থ : ଏଣେ ତେଣେ ଫିଙ୍ଗା ଫୋପଡ଼ା ହୋଇଥିବା ବସ୍ତୁଗୁଡ଼ିକୁ ଏକାଠି କରିବା
							উদাহরণ : 
							କୃଷକ ଏଣେ ତେଣେ ବିଛେଇ ହୋଇଥିବା ଶସ୍ୟକୁ ଗଦାଉଛି
							
সমার্থক : ଏକତ୍ରିତ କରିବା, ଗଦାଇବା, ଗଦେଇବା, ମନ୍ଦେଇବା
অন্য ভাষালৈ অনুবাদ :
(बिखरी या फैली वस्तुओं को)एक जगह लाना या इकट्ठा करना।
किसान बिखरे अनाज को एकत्रित कर रहा है।Assemble or get together.
Gather some stones.অর্থ : ଗୋଟିଏ ବସ୍ତୁରେ ଅନ୍ୟବସ୍ତୁ ବା ବସ୍ତୁଗୁଡ଼ିକ ମିଶାଇ ସବୁ ଏକାଠି କରିବା
							উদাহরণ : 
							ଗୋଲାପି ରଙ୍ଗ ତିଆରି କରିବାପାଇଁ ସେ ଲାଲ୍ ଓ ଧଳା ରଙ୍ଗ ମିଶାଇଲେ  ଦୁଧବାଲା ଦୁଧରେ ପାଣି ମିଶାଏ
							
সমার্থক : ଏକତ୍ରିତକରିବା, ମିଳାଇବା, ମିଶାଇବା, ମିଶ୍ରଣକରିବା
অন্য ভাষালৈ অনুবাদ :