অর্থ : ଯେଉଁ ବ୍ୟକ୍ତିଙ୍କୁ ଉପେକ୍ଷା କରାଯାଇଛି ବା ଯାହାଙ୍କପ୍ରତି ଧ୍ୟାନ ଦିଆ ଯାଇ ନାହିଁ
							উদাহরণ : 
							ସେମାନେ ଜୀବନସାରା ଗରିବ ତଥା ଉପେକ୍ଷିତମାନଙ୍କର ସେବା କରୁଥିଲେ
							
অন্য ভাষালৈ অনুবাদ :
অর্থ : ଯାହାକୁ ତିରସ୍କାର କରାଯାଇଛି
							উদাহরণ : 
							ତିରସ୍କୃତ ପିଲାମାନଙ୍କ ମନରେ ହୀନ ଭାବନା ଜାତ ହୁଏ
							
অন্য ভাষালৈ অনুবাদ :
অর্থ : ଯାହା ଉପରେ ଧ୍ୟାନ ଦିଆଯାଇନାହିଁ
							উদাহরণ : 
							ଏହି ଗାଁ ଆଜିବି ଶାସନ କଳ ଦ୍ୱାରା ଉପେକ୍ଷିତ  ସେ ମୋ କଥାକୁ ଭୃକ୍ଷେପ କଲାନାହିଁ
							
অন্য ভাষালৈ অনুবাদ :
जिसपर ध्यान न दिया गया हो।
यह गाँव शासन द्वारा आज भी उपेक्षित है।Lacking a caretaker.
A neglected child.