অর্থ : ଯେଉଁ କାବ୍ୟାଳଂକାରରେ ସଂଭାବ୍ୟ ସୌନ୍ଦର୍ଯ୍ୟ ଅତିରଞ୍ଜିତକରି ବର୍ଣ୍ଣନା କରାଯାଇଥାଏ
							উদাহরণ : 
							ଏହି ପଂକ୍ତି ସମୂହରେ ଉଦାତ୍ତ ଅଳଂକାର ରହିଛି
							
সমার্থক : ଉଦାତ୍ତ ଅଳଂକାର
অন্য ভাষালৈ অনুবাদ :
एक काव्यालंकार जिसमें सांभाव्य विभूति का बढ़ा-चढ़ाकर वर्णन किया जाता है।
इन पंक्तियों में उदात्त है।অর্থ : ବେଦ ଉଚ୍ଚାରଣର ଏକ ଢଙ୍ଗ
							উদাহরণ : 
							ପଣ୍ଡିତେ ଉଦାତ୍ତ ଉଚ୍ଚାରଣରେ ବେଦ ପଢ଼ୁଛନ୍ତି
							
সমার্থক : ଉତ୍ତମ ଉଚ୍ଚାରଣ, ଉଦାତ୍ତ ଉଚ୍ଚାରଣ
অন্য ভাষালৈ অনুবাদ :
অর্থ : ଯାହା ଉଚ୍ଚ ସ୍ୱରରେ ଉଚ୍ଚାରଣ କରାଯାଏ
							উদাহরণ : 
							ତାଙ୍କୁ ଉଦାତ୍ତ ସ୍ୱର ହିଁ ଶୁଣାଯାଏ
							
অন্য ভাষালৈ অনুবাদ :