অর্থ : ଭାଙ୍ଗିରୁଜି ନଷ୍ଟ ହେବା
							উদাহরণ : 
							ସବୁଠାରୁ ଭଲ ଜଣାଶୁଣା ମହଲ ସମୟର ସହିତ ଉଜୁଡ଼ିଗଲା
							
সমার্থক : ନଷ୍ଟହେବା, ଭଗ୍ନ ହେବା, ଭାଙ୍ଗିରୁଜି ଯିବା
অন্য ভাষালৈ অনুবাদ :
टूट-फूटकर नष्ट होना।
कभी सबसे अच्छी मानी जाने वाली यह हवेली समय के साथ उजड़ गई।অর্থ : ମାନବଶୂନ୍ୟ ହେବା
							উদাহরণ : 
							ଝଡ଼ ତୋଫାନରେ କେତେକ ବସ୍ତି ଉଜୁଡ଼ି ଗଲା
							
সমার্থক : ନଷ୍ଟ ହେବା
অন্য ভাষালৈ অনুবাদ :
অর্থ : ଅସ୍ତବ୍ୟସ୍ତ ହୋଇଯିବା
							উদাহরণ : 
							ଭୀଷଣ ଝଡ଼ ତୋଫାନରେ ରାମର କୁଡ଼ିଆ ଉଜୁଡ଼ି ଗଲା
							
সমার্থক : ଛାରଖାର ହେବା
অন্য ভাষালৈ অনুবাদ :