অর্থ : ଇଚ୍ଛା କରିବା
							উদাহরণ : 
							ମୁଁ ଆପଣଙ୍କଠାରୁ ଆର୍ଥିକ ସହାୟତା ଇଚ୍ଛା କରୁଛି  ମୁଁ ଚାହୁଁଛି ଯେ ଭବିଷ୍ୟତରେ ସବୁକିଛି ଠିକ ହୋଇଯିବ
							
অন্য ভাষালৈ অনুবাদ :
इच्छा रखना।
मैं आपसे आर्थिक सहायता चाहता हूँ।Regard something as probable or likely.
The meteorologists are expecting rain for tomorrow.অর্থ : ଇଚ୍ଛା କରିବା ବା କାମନା କରିବା
							উদাহরণ : 
							ଚପରାଶୀ ଘରକୁ ଯିବାକୁ ଇଚ୍ଛା କରୁଛି
							
সমার্থক : ଇଚ୍ଛା ହେବା, କାମନା କରିବା, ବାଞ୍ଛା କରିବା, ମନ କରିବା, ମନହେବା
অন্য ভাষালৈ অনুবাদ :
इच्छा करना या कामना करना।
चपरासी घर जाने की इच्छा कर रहा है।অর্থ : କୌଣସି କାମ କରିବାପାଇଁ ଇଚ୍ଛା ଓ ବିଚାର କରିବା
							উদাহরণ : 
							ଆସନ୍ତା ବର୍ଷ ବିଦେଶ ଯିବାର ଯୋଜନା ରହିଛି
							
সমার্থক : ଉଦ୍ଦେଶ୍ୟ ରହିବା, ମନହେବା, ଯୋଜନା ରହିବା
অন্য ভাষালৈ অনুবাদ :