অর্থ : ରାଜନୈତିକ ଦୃଷ୍ଟିରେ ନିର୍ମିତ ଗୋଟିଏ ବିଶେଷ କ୍ଷେତ୍ର ଯେଊଁଠାରେ ଆଶାୟୀପ୍ରାର୍ଥୀ ନିର୍ବାଚନ ଲଢିଥାନ୍ତି
							উদাহরণ : 
							ବିହାର ବିଧାନସଭା ନିର୍ବାଚନରେ ସମସ୍ତ ଆସନ ଫଳାଫଳ ଜଣାପଡିଗଲାଣି
							
সমার্থক : ସିଟ୍
অন্য ভাষালৈ অনুবাদ :
राजनीतिक दृष्टि से निर्मित एक विशेष क्षेत्र जहाँ से प्रत्याशी चुनाव लड़ते हैं।
बिहार विधान सभा चुनाव के सभी सीटों के नतीजे आ गए हैं।অর্থ : ଯେଉଁ ବସ୍ତୁ ଉପରେ ବସିବା କାମ ହୁଏ
							উদাহরণ : 
							ଶିକ୍ଷକ ଆସିବାକ୍ଷଣି ଛାତ୍ରମାନେ ନିଜ ଆସନ ଛାଡ଼ି ଠିଆହୋଇଗଲେ
							
অন্য ভাষালৈ অনুবাদ :
वह वस्तु जिस पर बैठा जाता हो।
गुरुजी के स्वागत में बच्चे अपना आसन छोड़कर खड़े हो गये।অর্থ : ବସିବାର କୌଣସି ବିଶିଷ୍ଟ ଢଙ୍ଗ ବା ମୁଦ୍ରା
							উদাহরণ : 
							ଖାଇବା ସମୟରେ ବସିବା ଢଙ୍ଗ ଉପରେ ଧ୍ୟାନ ଦେବା ଆବଶ୍ୟକ
							
সমার্থক : ବସିବା ଢଙ୍ଗ
অন্য ভাষালৈ অনুবাদ :
অর্থ : ଯେଉଁ ବସ୍ତ୍ର ଉପରେ ବସା ଯାଏ
							উদাহরণ : 
							ଗଜାନନ ଯୋଗ କରିବା ନିମନ୍ତେ ବସ୍ତ୍ରାସନ ବିଛାଉଛନ୍ତି
							
সমার্থক : ବସ୍ତ୍ରାସନ
অন্য ভাষালৈ অনুবাদ :
অর্থ : ସମ୍ଭୋଗ ବା ମୈଥୁନ କରିବାର ପ୍ରକାର
							উদাহরণ : 
							ରତିବନ୍ଧର ସଂଖ୍ୟା ଷୋହଳ ବୋଲି କୁହାଯାଏ
							
অন্য ভাষালৈ অনুবাদ :
অর্থ : କୌଣସି ଅଧିକାରୀ ଆସୀନ ହୋଇଥିବା ସ୍ଥାନ ବା ପଦ
							উদাহরণ : 
							ନେତା ନିଜର ପଦବୀ ଛାଡିବାକୁ ଚାହାଁନ୍ତିନାହିଁ
							
অন্য ভাষালৈ অনুবাদ :
वह स्थान या पद जिस पर कोई अधिकारी आसीन हो।
नेता अपनी कुर्सी छोड़ना ही नहीं चाहते।