অর্থ : ଯାହା ଢଙ୍କା ବା ଆବୃତ ନୁହେଁ
							উদাহরণ : 
							ଖୋଲା ଜିନିଷକୁ ଢାଙ୍କି ରଖ
							
সমার্থক : ଅନାଚ୍ଛାଦିତ, ଅନାବୃତ୍ତ, ଅଢ଼ଙ୍କା, ଖୋଲା
অন্য ভাষালৈ অনুবাদ :
जो ढँका या आवृत न हो।
खुली वस्तुओं को ढक कर रखो।অর্থ : ଯାହା ଆଗରେ କୌଣସି ଆବରଣ ନାହିଁ
							উদাহরণ : 
							ଆବରଣହୀନ ଦ୍ୱାରଦେଇ ଘରର ପ୍ରତ୍ୟେକ ବସ୍ତୁ ଉଙ୍କି ମାରୁଥିଲା
							
সমার্থক : ଆବରଣରହିତ
অন্য ভাষালৈ অনুবাদ :
অর্থ : ଯେ ଓଢ଼ଣା ପକାଇନାହିଁ
							উদাহরণ : 
							ମୁଲ୍ଲାଜୀ କେତେକ ପର୍ଦ୍ଦାହୀନ ସ୍ତ୍ରୀମାନଙ୍କସହିତ ଥଟାମଜା କରୁଥିଲେ
							
সমার্থক : ପର୍ଦ୍ଦାହୀନ
অন্য ভাষালৈ অনুবাদ :