অর্থ : ଅଗ୍ନିର ତାପ
							উদাহরণ : 
							ଚୂହ୍ଲି ପାଖରେ ବସିବାରୁ ଆଞ୍ଚ ଲାଗୁଛି
							
অন্য ভাষালৈ অনুবাদ :
অর্থ : ଜଳୁଥିବା କାଠ, କୋଇଲା ବା ଗଣ୍ଡିର ଛୋଟ ଖଣ୍ଡ
							উদাহরণ : 
							ମା’ ଆଞ୍ଚରେ ରୋଟି ସେକୁଛନ୍ତି
							
অন্য ভাষালৈ অনুবাদ :
অর্থ : ନିଆଁର ଉପରକୁ ଉଠୁଥିବା ଶିଖା
							উদাহরণ : 
							ଜଙ୍ଗଲରେ ଲାଗିଥିବା ନିଆଁର ଧାସ ଆକାଶକୁ ଛୁଉଁ ଥିଲା  ଧିକିଧିକି ଆଞ୍ଚରେ ଡାଲି ସିଝୁଛି
							
অন্য ভাষালৈ অনুবাদ :