অর্থ : ଈଶ୍ୱରଙ୍କ ଧ୍ୟାନ ପରିତ୍ୟାଗ କରି ଶାରୀରିକ ଓ ସାଂସାରିକ ପଦାର୍ଥକୁ ନିଜର ସର୍ବସ୍ୱ ମାନିନେବାର ପ୍ରକ୍ରିୟା ବା ଭାବ
							উদাহরণ : 
							ସାଧୁ ସନ୍ଥମାନେ ମୋହରେ ପଡ଼ନ୍ତି ନାହିଁ
							
সমার্থক : ବିମୋହ, ମମତା, ମାୟା, ମୋହ
অন্য ভাষালৈ অনুবাদ :
A feeling of great liking for something wonderful and unusual.
captivation, enchantment, enthrallment, fascinationঅর্থ : ସ୍ବ-ଅସ୍ତିତ୍ବକୁ ମହତ୍ତ୍ବପୂର୍ଣ୍ଣ ବିଚାରିବାର ଭାବ
							উদাহরণ : 
							ଏହି ଆନ୍ଦୋଲନ ଯୋଗୁଁ ଲୋକଙ୍କ ଅସ୍ମିତା ଜାଗ୍ରତ ହୋଇଗଲା
							
সমার্থক : ପରିଚିତି-ବୋଧ
অন্য ভাষালৈ অনুবাদ :
स्व-अस्तित्व के महत्त्वपूर्ण होने का भाव या अवस्था।
इस आन्दोलन के कारण यहाँ के लोगों की अस्मिता जागृत हो गई।অর্থ : ଯୋଗଶାସ୍ତ୍ର ଅନୁସାରେ ପଞ୍ଚକଳଶରୁ ଗୋଟିଏ
							উদাহরণ : 
							ଆତ୍ମା ଏବଂ ଚିତ୍ତ ଏକାନ୍ତଭାବରେ ଭିନ୍ନ- ଏହାକୁ ମାନିନେବାକୁ ହିଁ ଅସ୍ମିତା କୁହାଯାଏ
							
অন্য ভাষালৈ অনুবাদ :
योगशास्त्र के अनुसार पंच क्लेशों में से एक।
आत्मा और चित्त नितांत भिन्न हैं इन्हें एक मान लेना ही अस्मिता है।