অর্থ : ଅଶ୍ୱାରୋହୀସେନାଙ୍କ ଅଧିକାରୀ
							উদাহরণ : 
							ବଳୀ ଶାହା ଜଣେ ଶ୍ରେଷ୍ଠ ଅଶ୍ୱାଧ୍ୟକ୍ଷ ଥିଲେ
							
সমার্থক : ଅଶ୍ୱାଧ୍ୟକ୍ଷ
অন্য ভাষালৈ অনুবাদ :
অর্থ : ମଦ୍ରଦେଶର ଜଣେ ଧର୍ମପରାୟଣ ରାଜା
							উদাহরণ : 
							ଅଶ୍ୱପତି ସାବିତ୍ରୀଙ୍କ ପିତା ଥିଲେ
							
অন্য ভাষালৈ অনুবাদ :
An imaginary being of myth or fable.
mythical beingঅর্থ : କୈକୟଦେଶର ରାଜକୁମାରଙ୍କ ଉପାଧି
							উদাহরণ : 
							ରାଜକୁମାରଙ୍କୁ ଅଶ୍ୱପତି ଉପାଧିରେ ସମ୍ମାନିତ କରାଗଲା
							
অন্য ভাষালৈ অনুবাদ :
অর্থ : ଘୋଡ଼ା ମାଲିକ
							উদাহরণ : 
							ଅଶ୍ୱପତିଙ୍କପାଖରେ ପଚାଶଟି ଘୋଡ଼ା ଅଛନ୍ତି
							
অন্য ভাষালৈ অনুবাদ :
অর্থ : ଭରତଙ୍କ ମାମୁଁ
							উদাহরণ : 
							ଅଶ୍ୱପତିଙ୍କ ଉଲ୍ଲେଖ ରାମାୟଣରେ ମିଳେ
							
অন্য ভাষালৈ অনুবাদ :
An imaginary being of myth or fable.
mythical being