অর্থ : ଭୟ, ଚିନ୍ତାଆଦି କାରଣରୁ ମସ୍ତିଷ୍କର ଶିରା ପ୍ରଶିରାରେ ଅସ୍ଥିରତାର କ୍ରିୟା ଯାହାଦ୍ୱାରା ଚିନ୍ତା ବଢ଼ିଯାଏ
							উদাহরণ : 
							ମାନସିକ ଅସ୍ଥିରତା କାରଣରୁ ତାର ଦେହ ଖରାପ ହୋଇଗଲା
							
অন্য ভাষালৈ অনুবাদ :
অর্থ : କୌଣସି ଭୟଙ୍କର ବା ଚିନ୍ତାଜନକ ଘଟଣା କାରଣରୁ ଲୋକଙ୍କର ହେଉଥିବା ଭୟ ଯାହାର ଫଳ ସ୍ୱରୂପ ଲୋକେ ନିଜ ରକ୍ଷାର ଉପାୟ ଭାବିବାକୁ ଲାଗନ୍ତି
							উদাহরণ : 
							ବମ୍ ଫୁଟିବାରୁ ଲୋକଙ୍କ ମଧ୍ୟରେ ଅଶାନ୍ତି ଖେଳିଗଲା
							
অন্য ভাষালৈ অনুবাদ :