অর্থ : ଦୁର୍ଲ୍ଲଭ ହେବାର ଅବସ୍ଥା ବା ଭାବ
							উদাহরণ : 
							ଖରାଦିନେ ପାଣି ଅଭାବ ହୁଏ
							
সমার্থক : ଅଭାବ, ଅସୁଲଭ, କମ୍, ଦୁର୍ଲ୍ଲଭ
অন্য ভাষালৈ অনুবাদ :
The state of needing something that is absent or unavailable.
There is a serious lack of insight into the problem.অর্থ : ଯାହା ପ୍ରାପ୍ତ ହୋଇନାହିଁ
							উদাহরণ : 
							ପରିଶ୍ରମୀ ବ୍ୟକ୍ତି ନିମନ୍ତେ ଦୁନିଆରେ କିଛି ବି ଅପ୍ରାପ୍ତ ନୁହେଁ
							
অন্য ভাষালৈ অনুবাদ :
অর্থ : ଯାହା ଉପଲବ୍ଧ ନୁହେଁ
							উদাহরণ : 
							ବେଳେ ବେଳେ ପିଲାମାନେ ଅନୁପଲବ୍ଧ ବସ୍ତୁ ମାଗି ଦିଅନ୍ତି
							
সমার্থক : ଅନୁପଲବ୍ଧ, ଅପ୍ରାପ୍ୟ, ଅମିଳ
অন্য ভাষালৈ অনুবাদ :
Not available or accessible or at hand.
Fresh milk was unavailable during the emergency.অর্থ : ଯାହାର ମୂଲ୍ୟ କରିହୁଏ ନୁହେଁ
							উদাহরণ : 
							ମହାପୁରୁଷଙ୍କ ବାଣୀ ଅମୂଲ୍ୟ
							
অন্য ভাষালৈ অনুবাদ :