অর্থ : ଉପରୁ ତଳଆଡକୁ ଆଣିବା କ୍ରିୟା
							উদাহরণ : 
							କୁହୁଡି କାରଣରୁ ଉଡାଯାହାଜ ଅବତରଣରେ ସମସ୍ୟା ହୋଇଛି
							
সমার্থক : ଉଲ୍ଲାଇବା, ଲ୍ୟାଣ୍ଡିଙ୍ଗ
অন্য ভাষালৈ অনুবাদ :
অর্থ : କୌଣସି ସ୍ଥାନରେ ବାୟୁଯାନ ଅବତରଣ କରିବାର ପ୍ରକ୍ରିୟା
							উদাহরণ : 
							ଉଡ଼ାଜାହାଜଟି ଅବତରଣ କରିବାପାଇଁ ଚକ୍କର ମାରୁଛି
							
অন্য ভাষালৈ অনুবাদ :
The act of coming down to the earth (or other surface).
The plane made a smooth landing.অর্থ : ଓହ୍ଲେଇବାର ମାଧ୍ୟମ
							উদাহরণ : 
							ଘାଟି, ସିଡ଼ିଆଦି ଅବତରଣ ଯୋଗ୍ୟ
							
অন্য ভাষালৈ অনুবাদ :
অর্থ : ଜୈନ ମତାନୁସାରେ ଶେଷ ସମୟରେ ଯେତେବେଳେ ରୂପାଦିର କ୍ରମଶଃ ହ୍ରାସ ଘଟେ
							উদাহরণ : 
							ଜୈନ ମତାନୁସାରେ ଅବରୋହ  କାଳରେ ମନୁଷ୍ୟ ନିକଟରେ ଆତ୍ମଶୁଦ୍ଧି ନିମନ୍ତେ ସମୟ ରହିବ ନାହିଁ
							
অন্য ভাষালৈ অনুবাদ :