অর্থ : ସାଂଖ୍ୟ ଶାସ୍ତ୍ର ଅନୁସାରେ ଧନ ଉପାର୍ଜନର ପରିଶ୍ରମ ଓ ନିନ୍ଦାରୁ ଅବ୍ୟାହତି ଯୋଗୁଁ ହିଁ ଯେଉଁ ପ୍ରସନ୍ନତା ପ୍ରାପ୍ତ ହୋଇଥାଏ
							উদাহরণ : 
							ଲକ୍ଷ ପ୍ରଯତ୍ନ ବି ତାଙ୍କୁ ଅପାର ପ୍ରଦାନ କରି ନପାରେ
							
অন্য ভাষালৈ অনুবাদ :
सांख्यशास्त्रानुसार वह तुष्टि जो धनोपार्जन के परिश्रम और निंदा से छुटकारा पाने पर होती है।
लक्ष प्रयत्न भी उन्हें अपार प्रदान न कर सके।অর্থ : ଯାହାର ସୀମା ନାହିଁ
							উদাহরণ : 
							ସନ୍ଥ  ଭଗବାନଙ୍କ ଅସୀମ ଲୀଳାର ଗୁଣଗାନ କରୁଛନ୍ତି ହରି ଅନନ୍ତ,ହରି କଥା ଅଶେଷ
							
সমার্থক : ଅନନ୍ତ, ଅନାଦି, ଅପରିମେୟ, ଅପରିହିତ, ଅମାପ, ଅମୀତ, ଅସୀମ, ଅସୀମିତ, ସୀମାହୀନ
অন্য ভাষালৈ অনুবাদ :
जिसकी सीमा न हो।
संतजी भगवान की असीम लीला का गुणगान कर रहे हैं।অর্থ : ଯାହାର ଗଭୀରତା ବା ଗଭୀରତାର ଶେଷସ୍ତରର ପତ୍ତା ମିଳେ ନାହିଁ
							উদাহরণ : 
							ପଣ୍ଡିତ ସୁନୀଲଙ୍କର ଅଗାଧ ଜ୍ଞାନ
							
অন্য ভাষালৈ অনুবাদ :