অর্থ : ଲୁଚାଛପା କଥା ଲକ୍ଷଣରୁ ଜାଣିବା
							উদাহরণ : 
							ଚାକରାଣୀକୁ ଦେଖି ମୁଁ ଅନୁମାନ କରିନେଲି ଯେ ସେ କିଛି ଲୁଚାଉଛି
							
অন্য ভাষালৈ অনুবাদ :
Judge tentatively or form an estimate of (quantities or time).
I estimate this chicken to weigh three pounds.অর্থ : ଅନୁମାନ କରିବା
							উদাহরণ : 
							ଆପଣ ଏହି କଲମର ମୂଲ୍ୟ ଅନୁମାନ କରନ୍ତୁ?
							
সমার্থক : ଅନ୍ଦାଜକରିବା
অন্য ভাষালৈ অনুবাদ :
Judge tentatively or form an estimate of (quantities or time).
I estimate this chicken to weigh three pounds.অর্থ : କଥାବାର୍ତ୍ତା କରି ବା ଅନ୍ୟ କୌଣସି ପ୍ରକାରରେ ଅନ୍ଦାଜ ଲଗାଇବା
							উদাহরণ : 
							ଗୁପ୍ତଚର ଶତ୍ରୁପକ୍ଷର ଶକ୍ତିର କଳନା କରୁଛି
							
সমার্থক : ଅନ୍ଦାଜ ଲଗାଇବା, କଳନା କରିବା
অন্য ভাষালৈ অনুবাদ :
অর্থ : ଏଭଳି ହୋଇପାରେ କିମ୍ବା ଏଭଳି ହେବା ଏହାକୁ ନିଜ ମନରେ ଜାଣିବା
							উদাহরণ : 
							ମଙ୍ଗଳା ଅଧିକତର ଠିକ ଅନୁମାନ କରେ
							
সমার্থক : ଅଟକଳ କରିବା, ଅନ୍ଦାଜ କରିବା
অন্য ভাষালৈ অনুবাদ :
ऐसा हो सकता है या होगा ऐसा अपने मन में समझना।
मंगला अधिकतर सही अनुमान लगाती है।Judge tentatively or form an estimate of (quantities or time).
I estimate this chicken to weigh three pounds.