অর্থ : କିଛି ଅନୁଭବ କରିବା ବା ବୋଧ କରିବା
							উদাহরণ : 
							ଏହି ଦୁଇ ବର୍ଷ ଭିତରେ ମୁଁ ବହୁତ କିଛି ଅନୁଭବ କଲି
							
সমার্থক : ଅଙ୍ଗେ ନିଭାଇବା, ହୃଦୟଙ୍ଗମ କରିବା
অন্য ভাষালৈ অনুবাদ :
किसी प्रकार की स्थिति में रहकर उसका अनुभव या ज्ञान प्राप्त करना अथवा उस स्थिति का भोग करना या बोध करना।
इन दो सालों में मैंने बहुत कुछ अनुभव किया है।অর্থ : ଜ୍ଞାନେନ୍ଦ୍ରିୟଦ୍ୱାରା ଜ୍ଞାନପ୍ରାପ୍ତ କରିବା
							উদাহরণ : 
							ମୁଁ ଗରମ ଅନୁଭବ କରୁଛି
							
সমার্থক : ଅନୁଭୂତ ହେବା, ଜ୍ଞାନ କରିବା, ବୋଧ କରିବା
অন্য ভাষালৈ অনুবাদ :
অর্থ : କୌଣସି ପ୍ରଣାଳୀ ବା ପ୍ରକ୍ରିୟାର ଅନୁସରଣ କରିବା ବା କୌଣସି ମାର୍ଗ ଆପଣେଇବା
							উদাহরণ : 
							ଏହି ଖବର ଆପଣଙ୍କଦ୍ୱାରା ଜାଣିଲି  ସେ ଅନେକ ସମସ୍ୟା ଅଙ୍ଗେ ନିଭେଇଛି
							
সমার্থক : ଅଙ୍ଗେ ନିଭେଇବା, ଉପଲବ୍ଧି କରିବା, ଜାଣିବା
অন্য ভাষালৈ অনুবাদ :