অর্থ : ଯାହାକୁ ଅଧିକାର ମିଳିଛି
							উদাহরণ : 
							ସରକାରଙ୍କ ପ୍ରାଧିକୃତ ନୀତିକୁ କାର୍ଯ୍ୟକାରୀ କରାଯିବା ଆବଶ୍ୟକ
							
সমার্থক : କ୍ଷମତାପ୍ରାପ୍ତ, ପ୍ରାଧିକୃତ
অন্য ভাষালৈ অনুবাদ :
Sanctioned by established authority.
An authoritative communique.অর্থ : ଯାହାକୁ ଅଧିଗ୍ରହଣ କରାଯାଇଛି
							উদাহরণ : 
							ସରକାର ଅଧିଗୃହୀତ ଜମି ଫେରସ୍ତ ଦେବାପାଇଁ କହିଛନ୍ତି
							
সমার্থক : ଅଧିଗୃହୀତ
অন্য ভাষালৈ অনুবাদ :
অর্থ : ଯାହାକୁ କୌଣସି କାମ କରିବାର ଅଧିକାର ବା ସତ୍ତ୍ୱ୍ ଦିଆଯାଇଛି
							উদাহরণ : 
							ଏହି କାମ କରିବାପାଇଁ ପ୍ରବନ୍ଧକ ମୋତେ ଅଧିକାରଭୁକ୍ତ କରିଛନ୍ତି
							
সমার্থক : ଅଧିକାରଭୁକ୍ତ
অন্য ভাষালৈ অনুবাদ :
Given official approval to act.
An accredited college.