অর্থ : ଲାଲ ରଙ୍ଗର ଗୋଟିଏ ଛୋଟ ଗ୍ରହ ଯେ ଦୂରତାରେ ସୂର୍ଯ୍ୟଙ୍କ ଠାରୁ ଚତୁର୍ଥ ସ୍ଥାନରେ ଅଛି
							উদাহরণ : 
							ବୈଜ୍ଞାନିକମାନେ ମଙ୍ଗଳ ଗ୍ରହ ସମ୍ପର୍କରେ ଆହୁରି ଅଧିକ ତଥ୍ୟ ପ୍ରାପ୍ତ ହେବାପାଇଁ ଲାଗିଛନ୍ତି  ମଙ୍ଗଳ ଗ୍ରହକୁ ଅବନୀ ଅର୍ଥାତ ପୃଥିବୀର ପୁତ୍ର ରୂପେ ଗ୍ରହଣ କରାଯାଏ
							
সমার্থক : ଭୂମିଜ, ଭୌମ, ମଙ୍ଗଳ ଗ୍ରହ, ଲୋହିତାଙ୍ଗ
অন্য ভাষালৈ অনুবাদ :
लाल रंग का एक छोटा ग्रह जो दूरी के हिसाब से सूर्य से चौथे स्थान पर है।
वैज्ञानिक मंगल ग्रह के बारे में और अधिक जानकारी प्राप्त करने में लगे हुए हैं।অর্থ : ରସାୟନ ଶାସ୍ତ୍ର ଅନୁସାରେ ଗୋଟିଏ ତତ୍ତ୍ୱ ଯାହା ସୃଷ୍ଟି ମଧ୍ୟରେ ଦୁଇ ରୂପରେ ମିଳେ, ଗୋଟିଏ ହୀରା ରୂପରେ ଅନ୍ୟଟି କୋଇଲା ରୂପରେ
							উদাহরণ : 
							ଗ୍ରାନାଇଟ୍ କାର୍ବନର ଗୋଟିଏ ରୂପ
							
সমার্থক : କାର୍ବନ୍
অন্য ভাষালৈ অনুবাদ :