অর্থ : ଏଭଳି ସମୟ ଯେତେବେଳେ ବହୁତ କଷ୍ଟରେ ଅନ୍ନ ମିଳେ
							উদাহরণ : 
							ଦୁର୍ଭିକ୍ଷରୁ ରକ୍ଷା ପାଇବାପାଇଁ ସରକାର ଏକ ନୂଆ ଯୋଜନା ତିଆରି କରୁଛନ୍ତି
							
সমার্থক : ଦୁର୍ଭିକ୍ଷ
অন্য ভাষালৈ অনুবাদ :
অর্থ : ଯେ ନିର୍ଦ୍ଧାରିତ ସମୟର ପୂର୍ବରୁ ବା ପରେ ହୁଏ
							উদাহরণ : 
							ରାମର ଅସମୟ ମୃତ୍ୟୁରେ ସାରା ପରିବାର ଶୋକଗ୍ରସ୍ତ ହୋଇପଡ଼ିଲେ
							
সমার্থক : ଅକାଳିକ, ଅସମୟଅସାମୟିକ, ଅସମୟୋଚିତ
অন্য ভাষালৈ অনুবাদ :