অর্থ : ଯେତେବେଳେ କୌଣସି ପିଲାଆଦିଙ୍କୁ ଉଠାଇ ଜଙ୍ଘ ଉପରେ ଦୁଇ ହାତରେ ଧରି ବା ସେହିଭଳି ନିଜ ପେଟ, ଛାତିଆଦିରେ ଜାକି ଧରିବାର ଶାରୀରିକ ଅବସ୍ଥା
							উদাহরণ : 
							ମା’ ପିଲାକୁ କୋଳରେ ବସେଇ ଖାଦ୍ୟ ଖୁଆଉଛି
							
অন্য ভাষালৈ অনুবাদ :
The upper side of the thighs of a seated person.
He picked up the little girl and plopped her down in his lap.অর্থ : ଶୂନରୁ ନଅ ପର୍ଯ୍ୟନ୍ତ ସଂଖ୍ୟା
							উদাহরণ : 
							ତିନି ଅଙ୍କ ବିଶିଷ୍ଟ ସବୁଠାରୁ ଛୋଟ ସଂଖ୍ୟା ଶହେ
							
সমার্থক : ଅଙ୍କ
অন্য ভাষালৈ অনুবাদ :