ଅର୍ଥ : ଇଉରୋପରେ ସତାଇଶ ଦେଶକୁ ନେଇ ଗୋଟିଏ ରାଜନୈତିକ ଏବଂ ଆର୍ଥିକ ସଙ୍ଘ ଯେଉଁଥିରେ ପ୍ରଶାସକୀୟ ଆପୋସ ବୁଝାମଣା ହୋଇଥାଏ ଯାହା ସଙ୍ଘର ଗୋଟିଏ କିମ୍ବା ସମସ୍ତ ରାଷ୍ଟ୍ରରେ ଲାଗୁହୋଇଥାଏ
ଉଦାହରଣ :
ୟୁରୋପୀୟ ସଙ୍ଘର ଅଭ୍ୟୁଦୟ ଉଣେଇଶ ଶହ ସତାବନରେ ହୋଇଥିଲା
ସମକକ୍ଷ : ୟୁରୋପୀୟ ସଂଘ, ୟୁରୋପୀୟ ସଙ୍ଘ