ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ୟୁନିଭରସିଟି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ୟୁନିଭରସିଟି   ବିଶେଷ୍ୟ

ଅର୍ଥ : ଏକ ବହୁତ ବଡ଼ ଶିକ୍ଷାନୁଷ୍ଠାନ ଯେଉଁଠି ଅନେକ ପ୍ରକାର ବିଦ୍ୟା ବିଷୟରେ ଉଚ୍ଚକୋଟୀର ଶିକ୍ଷା ଦିଆଯାଏ ଏବଂ ଯାହାସହ ଅନେକ ମହାବିଦ୍ୟାଳୟର ମଧ୍ୟ ସମ୍ବନ୍ଧ ଥାଏ

ଉଦାହରଣ : ମାନସୀ ବମ୍ବେ ବିଶ୍ୱବିଦ୍ୟାଳୟରେ ପଢ଼ୁଛି

ସମକକ୍ଷ : ବିଶ୍ୱବିଦ୍ୟାଳୟ

वह बहुत बड़ा विद्यालय जिसमें अनेक प्रकार की विद्याओं की उच्च कोटि की शिक्षा दी जाती है तथा जिससे अनेक महाविद्यालय भी संबद्ध होते हैं।

मानसी मुंबई विश्वविद्यालय में पढ़ती है।
युनिवर्सिटी, यूनिवर्सिटी, विद्यापीठ, विश्वविद्यालय

A large and diverse institution of higher learning created to educate for life and for a profession and to grant degrees.

university