ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ୟୁନିଫର୍ମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ୟୁନିଫର୍ମ   ବିଶେଷ୍ୟ

ଅର୍ଥ : ଏକ ପ୍ରକାରର ପୋଷାକ ଯାହା କୌଣସି ବିଶେଷ ବର୍ଗ ବା ଦଳର ସବୁ ଲୋକ ପରିଧାନ କରିବାପାଇଁ ନିର୍ଧାରିତ ହୋଇଥାଏ

ଉଦାହରଣ : ଭାରତରେ ପୋଲିସ ଓ ଡାକବାଲା ଖାକି ୟୁନିଫର୍ମ ପିନ୍ଧନ୍ତି

एक ही तरह के वे कपड़े जो किसी विशेष वर्ग या दल के सब लोगों के पहनने के लिए निर्धारित होते हैं।

भारत में पुलिस और डाकिया ख़ाकी वरदी पहनते हैं।
गणवेश, परिच्छद, यूनिफार्म, यूनिफॉर्म, वरदी, वर्दी

Clothing of distinctive design worn by members of a particular group as a means of identification.

uniform