ଅର୍ଥ : ତର୍କ ବା ବିବେଚନା କରିବାର ନିୟମ ଏବଂ ସିଦ୍ଧାନ୍ତଗୁଡ଼ିକର ଖଣ୍ଡନ ମଣ୍ଡନର ଢଙ୍ଗ ଦର୍ଶାଉଥିବା ଶାସ୍ତ୍ର
ଉଦାହରଣ :
ସେ ତର୍କଶାସ୍ତ୍ର ଅଧ୍ୟୟନ କରୁଛି
ସମକକ୍ଷ : ତର୍କଶାସ୍ତ୍ର, ହେତୁଶାସ୍ତ୍ର
ଅନ୍ୟ ଭାଷାରେ ଅନୁବାଦ :
तर्क या विवेचना करने के नियम और सिद्धांतों के खंडन-मंडन का ढंग बताने वाला शास्त्र।
वह तर्कशास्त्र का अध्ययन करता है।The branch of philosophy that analyzes inference.
logic