ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହାତପାପୁଲି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହାତପାପୁଲି   ବିଶେଷ୍ୟ

ଅର୍ଥ : ହାତ ମଣିବନ୍ଧର ଆଗରେ ଥିବା ଉପର ଚଉଡ଼ା ଭାଗ ଯାହାର ଆଗରେ ଆଙ୍ଗୁଳି ଥାଏ

ଉଦାହରଣ : ହାତପାପୁଲିରେ ଘା’ ହେବା କାରଣରୁ ସେ ଭଲ ଭାବେ କାମ କରିପାରୁନାହିଁ

हाथ पर का कलाई के आगे का वह भीतरी चौड़ा हिस्सा जिसके आगे उँगलियाँ होती हैं।

हथेली में घाव होने के कारण वह ठीक से काम नहीं कर पा रहा है।
करतल, ताल, पीलु, प्रपाणि, हथेली

The inner surface of the hand from the wrist to the base of the fingers.

palm, thenar