ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହାତକଡ଼ୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହାତକଡ଼ୀ   ବିଶେଷ୍ୟ

ଅର୍ଥ : କଏଦୀଆଦିଙ୍କ ହାତ ବାନ୍ଧିବାପାଇଁ ତାଙ୍କୁ ପିନ୍ଧାଇ ଦିଆଯାଉଥିବା ଲୁହାକଡ଼ା

ଉଦାହରଣ : ସିପାହୀମାନେ ଚୋରହାତରେ ହାତକଡ଼ୀ ପିନ୍ଧାଇଦେଲେ

ସମକକ୍ଷ : ହାତକଡ଼ା

लोहे के वे कड़े जो कैदी आदि के हाथ बाँधने के लिए उसे पहनाए जाते हैं।

सिपाही ने चोर के हाथ में हथकड़ी डाल दी।
हथकड़ी

Shackle that consists of a metal loop that can be locked around the wrist. Usually used in pairs.

cuff, handcuff, handlock, manacle