ଅର୍ଥ : ବେକରେ ପିନ୍ଧାଯିବାର ଏକ ଗହଣା ଯେଉଁଥିରେ ମୁଦ୍ରା ବା ମୁଦ୍ରା ଭଳି ଗୋଲ ବସ୍ତୁମାନ ଲାଗିଥାଏ
ଉଦାହରଣ :
ମୀରା ଗଳାରେ ମୋହର ମାଳ ଶୋଭା ପାଉଛି
ସମକକ୍ଷ : ମୋହର ମାଳ, ହୁମେଲ, ହୈକଲ
ଅନ୍ୟ ଭାଷାରେ ଅନୁବାଦ :
Jewelry consisting of a cord or chain (often bearing gems) worn about the neck as an ornament (especially by women).
necklace