ଅର୍ଥ : ଯୁଦ୍ଧପାଇଁ ବ୍ୟବହୃତ ହତିଆର
ଉଦାହରଣ :
ଭାରତ ବିଦେଶରୁ ଅସ୍ତ୍ର-ଶସ୍ତ୍ର କିଣୁଛି
ସମକକ୍ଷ : ଅସ୍ତ୍ର-ଶସ୍ତ୍ର, ଆୟୁଧ
ଅନ୍ୟ ଭାଷାରେ ଅନୁବାଦ :
लड़ाई के हथियार या साधन।
भारत विदेशों से अस्त्र-शस्त्र खरीदता है।ଅର୍ଥ : ଯେଉଁ ବ୍ୟକ୍ତିକୁ ନିଜର ଲାଭପାଇଁ ବ୍ୟବହାର କରାଯାଏ
ଉଦାହରଣ :
ସେ ମୋତେ ନିର୍ବାଚନ ସମୟରେ ଅସ୍ତ୍ରଭାବେ ବ୍ୟବହାର କଲା
ସମକକ୍ଷ : ଅସ୍ତ୍ର
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଏକ ପ୍ରକାର ଅସ୍ତ୍ର ଯାହାକୁ ଶତ୍ରୁ ଉପରକୁ ଫୋପଡ଼ା ଯାଏ
ଉଦାହରଣ :
ବାଣ ଏକ ଅସ୍ତ୍ର
ସମକକ୍ଷ : ଅସ୍ତ୍ର
ଅନ୍ୟ ଭାଷାରେ ଅନୁବାଦ :
A weapon that is forcibly thrown or projected at a targets but is not self-propelled.
missile, projectileଅର୍ଥ : କେହି କୌଣସି କାର୍ଯ୍ୟ କରିବାପାଇଁ ବ୍ୟବହାର କରୁଥିବା ସାଧନ
ଉଦାହରଣ :
କୁରାଢ଼ି ଏକ ସାମାନ୍ୟ ଉପକରଣ
ଅନ୍ୟ ଭାଷାରେ ଅନୁବାଦ :
A device that requires skill for proper use.
instrument