ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହଇରାଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହଇରାଣ   ବିଶେଷ୍ୟ

ଅର୍ଥ : ହଇରାଣ କରୁଥିବା କଥାଆଦି

ଉଦାହରଣ : ଆପଣ ନିଜର ଅସୁବିଧା ଜଣାନ୍ତୁ, ତାର ସମାଧାନ କରିବାପାଇଁ ଚେଷ୍ଟା କରାଯିବ

ସମକକ୍ଷ : ଅସୁବିଧା, ଅସ୍ତବ୍ୟସ୍ତତା, ଉଦବିଗ୍ନତା

परेशान करने वाली बात आदि।

आप अपनी परेशानी बताएँ, उसका समाधान करने की कोशिश की जाएगी।
परेशानी

A situation or condition that is complex or confused.

Her coming was a serious complication.
complication

ହଇରାଣ   କ୍ରିୟାପଦ

ଅର୍ଥ : ଶାରିରୀକ ବା ମାନସିକ ଯନ୍ତ୍ରଣା ଦେଇ ବ୍ୟାକୁଳ କରିବା

ଉଦାହରଣ : ରାଜା ଯୁଦ୍ଧବନ୍ଦୀମାନଙ୍କୁ ବହୁତ ହଇରାଣ କଲେ

ସମକକ୍ଷ : ହନ୍ତସନ୍ତ

शारीरिक या मानसिक वेदना पहुँचाकर व्याकुल करना।

राजा ने युद्ध बंदियों को बहुत तड़पाया।
तड़पड़ाना, तड़पाना, तड़फड़ाना, तड़फाना