ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହଇରାଣ କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହଇରାଣ କରିବା   କ୍ରିୟାପଦ

ଅର୍ଥ : କାହାକୁ ମାନସିକ ବା ଶାରୀରିକ ସ୍ତରରେ ପୀଡ଼ିତ କରିବା

ଉଦାହରଣ : ଗୀତାର ବାହାଘର ପରେ ଗୀତାର ଶାଶୁଘର ଲୋକ ତାକୁ ବହୁତ ହଇରାଣ କଲେ

ସମକକ୍ଷ : ପୀଡ଼ିତ କରିବା

Annoy continually or chronically.

He is known to harry his staff when he is overworked.
This man harasses his female co-workers.
beset, chevvy, chevy, chivvy, chivy, harass, harry, hassle, molest, plague, provoke

ଅର୍ଥ : କୌଣସି ପଦାର୍ଥର ଅଭାବଜନିତ ଦୁଃଖ ଦେବା

ଉଦାହରଣ : ନିର୍ବାଚନ ସମୟରେ ନେତାମାନେ ପ୍ରତିଶୃତି ଦେଇ ନିର୍ବାଚନରେ ଜିତିବା ପରେ ଲୋକମାନଙ୍କୁ ହଇରାଣ କରନ୍ତି

किसी पदार्थ के अभाव का दुख देना।

चुनाव के समय नेता वादे करते हैं और चुनाव जीतने के बाद तरसाते हैं।
तरसाना

Harass with persistent criticism or carping.

The children teased the new teacher.
Don't ride me so hard over my failure.
His fellow workers razzed him when he wore a jacket and tie.
bait, cod, rag, rally, razz, ride, tantalise, tantalize, taunt, tease, twit

ଅର୍ଥ : ଝଞ୍ଜଟରେ ପକାଇବା

ଉଦାହରଣ : ସେ ମୋତେ ଅସୁବିଧାରେ ପକାଇଲା

ସମକକ୍ଷ : ଅସୁବିଧାରେ ପକାଇବା, ଗୋଳମାଳରେ ପକାଇବା, ଜଞ୍ଜାଳରେ ପକାଇବା, ଝଞ୍ଜଟରେ ପକାଇବା, ସମସ୍ୟାରେ ପକାଇବା

झंझट में डालना।

उसने मुझे झंझट में डाल दिया।
अवडेरना, झंझट में डालना

To cause inconvenience or discomfort to.

Sorry to trouble you, but....
bother, discommode, disoblige, incommode, inconvenience, put out, trouble