ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହଂସଗାମିନୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହଂସଗାମିନୀ   ବିଶେଷ୍ୟ

ଅର୍ଥ : ହଂସ ଭଳି ସୁନ୍ଦର ଭାବେ ଚାଲୁଥିବା ସ୍ତ୍ରୀ

ଉଦାହରଣ : ମଞ୍ଚ ଉପରେ ଜଣେ ହଂସଗାମିନୀ ତାଙ୍କର ଅଭିନୟ ପ୍ରଦର୍ଶନକରି ଦର୍ଶକମାନଙ୍କୁ ମୋହିତ କରୁଥିଲେ

ସମକକ୍ଷ : ହଂସଗମନା

हंस जैसी सुंदर चाल चलनेवाली स्त्री।

मंच पर एक हंसगामिनी अपनी अदाओं से दर्शकों को लुभा रही थी।
हंसगमना, हंसगामिनी

ହଂସଗାମିନୀ   ବିଶେଷଣ

ଅର୍ଥ : ହଂସ ଭଳି ସୁନ୍ଦର ଗତିରେ ଚାଲିବା ସ୍ତ୍ରୀ ଲୋକ

ଉଦାହରଣ : ମଞ୍ଚ ଉପରେ ଜଣେ ହଂସଗାମିନୀ ନାୟିକା ନିଜର ସୁନ୍ଦର ଠାଣିରେ ଦର୍ଶକ ମାନଙ୍କୁ ଆକୃଷ୍ଟ କରୁଥିଲା

ସମକକ୍ଷ : ମରାଳଗମନା, ହଂସଗମନା

हंस जैसी सुंदर चाल चलनेवाली।

मंच पर एक हंसगामिनी नायिका अपनी अदाओं से दर्शकों को लुभा रही थी।
हंसगमना, हंसगामिनी