ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହଁସୁଲି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହଁସୁଲି   ବିଶେଷ୍ୟ

ଅର୍ଥ : ଗଳା ପାଖରେ ଛାତି ଉପରେ ଧନୁ ଆକାରର ଦୁଇଟି ହାଡ଼

ଉଦାହରଣ : ତାହାର ଡାହାଣ ପାଖର ଗ୍ରୀବାସ୍ଥି ଭାଙ୍ଗି ଯାଇଛି

ସମକକ୍ଷ : ଅକ୍ଷକାସ୍ଥି, ଗ୍ରୀବାସ୍ଥି

गले के पास छाती के ऊपर की दोनों धन्वाकार हड्डियाँ।

उसकी दाहिनी हँसली टूट गयी है।
अक्षकास्थि, ग्रीवास्थि, हँसली, हँसुली, हंसली, हंसुली

Bone linking the scapula and sternum.

clavicle, collarbone

ଅର୍ଥ : ଗଳାରେ ପିନ୍ଧିବାର ଏକ ଗହଣା

ଉଦାହରଣ : ମୋର ଆଈ ସବୁବେଳେ ରୂପାର ହଂସୁଲି ପିନ୍ଧୁଛନ୍ତି

ସମକକ୍ଷ : ହଁସଲି, ହଂସୁଲି

गले में पहनने का एक गहना।

मेरी नानी चाँदी की हँसली हमेशा पहने रहती हैं।
हँसली, हँसुली, हंसली, हंसुली

Jewelry consisting of a cord or chain (often bearing gems) worn about the neck as an ornament (especially by women).

necklace