ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଗନ୍ତବ୍ୟ ସ୍ଥାନ ପର୍ଯ୍ୟନ୍ତ ପହଁଞ୍ଚିବାପାଇଁ ମଝିରେ ପଡ଼ୁଥିବା ଭୂଭାଗ ଯାହା ଉପରେ ଚଲାଯାଏ
ଉଦାହରଣ : ଏହି ରାସ୍ତା ସିଧା ମୋ ଘର ପର୍ଯ୍ୟନ୍ତ ଯାଇଛି
ସମକକ୍ଷ : ପଥ, ବାଟ, ମାର୍ଗ, ରାସ୍ତା
ଅନ୍ୟ ଭାଷାରେ ଅନୁବାଦ :हिन्दी English
गंतव्य स्थान तक पहुँचने के लिए बीच में पड़ने वाला वह भू-भाग जिस पर होकर चलना पड़ता है।
An open way (generally public) for travel or transportation.
ଅର୍ଥ : ଯତାୟତ କରିବାପାଇଁ ଓସାରିଆ ପକ୍କା ରାସ୍ତା
ଉଦାହରଣ : ଏହି ସଡ଼କ ସିଧା ଦିଲ୍ଲୀ ଯାଇଛି
ସମକକ୍ଷ : ପକ୍କା ସଡକ, ବାଟ, ମାର୍ଗ, ରାସ୍ତା, ରୋଡ଼୍
आने-जाने का चौड़ा पक्का रास्ता।
A road (especially that part of a road) over which vehicles travel.
ସଂସ୍ଥାପନ କରନ୍ତୁ