ଅର୍ଥ : ଯେଉଁଥିରେ ସ୍ୱାର୍ଥ ବା ଆପଣାର ହିତ ନ ଥାଏ
ଉଦାହରଣ :
ଆମେ ନିସ୍ୱାର୍ଥ ଭାବରେ ଆମ କର୍ତ୍ତବ୍ୟ ପାଳନ କରିବା ଆବଶ୍ୟକ
ସମକକ୍ଷ : ନିଃସ୍ୱାର୍ଥ, ନିସ୍ୱାର୍ଥ
ଅନ୍ୟ ଭାଷାରେ ଅନୁବାଦ :
जिसमें स्वार्थ या अपना हित न हो।
हमें अपने कर्तव्यों का पालन निस्वार्थ भाव से करना चाहिए।Disregarding your own advantages and welfare over those of others.
unselfishଅର୍ଥ : ଯେ ସ୍ୱାର୍ଥ ରହିତ
ଉଦାହରଣ :
ଆଧୁନିକ ଯୁଗରେ ବି ସ୍ୱାର୍ଥହୀନ ବ୍ୟକ୍ତିଙ୍କର ଅଭାବ ନାହିଁ
ସମକକ୍ଷ : ନିଃସ୍ୱାର୍ଥୀ
ଅନ୍ୟ ଭାଷାରେ ଅନୁବାଦ :
Unaffected by self-interest.
disinterested