ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁଥିରେ କିଛି ସ୍ୱାଦ ନାହିଁ
ଉଦାହରଣ : ଆଜିକାର ଖାଦ୍ୟ ସ୍ୱାଦହୀନ
ସମକକ୍ଷ : ଅନାସ୍ୱାଦ, ଅସ୍ୱାଦିଷ୍ଟ, ଅସ୍ୱାଦୁ, ନୀରସ, ସ୍ୱାଦୁହୀନ
जिसमें कोई स्वाद न हो।
Lacking taste or flavor or tang.
ଅର୍ଥ : ଚିନି, ଲୁଣ ବା ଲଙ୍କାଆଦିରୁ ଯେତିକି ପରିମାଣ ହେବା ଦରକାର ତାଠାରୁ କମ୍ ପଡ଼େ ବା ପକାଯାଇଥାଏ
ଉଦାହରଣ : ମୋତେ ସ୍ୱାଦହୀନ ତରକାରୀ ଆଦୌ ଭାଲ ଲାଗେ ନାହିଁ
शक्कर, नमक या मिर्च आदि की जितनी मात्रा होनी चाहिए उससे कम डला या डाला हुआ।
ଅର୍ଥ : ଯେଉଁଥିରେ ଚିନି, ଲୁଣ ବା ମରିଚଆଦି ପଡ଼ିନାହିଁ ବା ପକାଯାଇ ନାହିଁ
ଉଦାହରଣ : ମୁଁ ନିକର ଚା’ ପସନ୍ଦ କରେ
ସମକକ୍ଷ : ନିକର, ସାଧା ଚା’
जिसमें शक्कर, नमक या मिर्च आदि न डला या डाला हुआ हो।
ସଂସ୍ଥାପନ କରନ୍ତୁ