ଅର୍ଥ : ସଫା ଓ ଥଣ୍ଡାରଖିବାପାଇଁ ସାରା ଶରୀରକୁ ଜଳରେ ଧୋଇବା କାର୍ଯ୍ୟ
ଉଦାହରଣ :
ସନ୍ଥମାନେ ସ୍ନାନ କଲାପରେ ପୂଜାପାଠ କରନ୍ତି
ସମକକ୍ଷ : ଗାଧୁଆ, ଗାଧୁଆପାଧୁଆ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ପାଣିରେ ବୁଡି ଗାଧୋଉଥିବା ଲୋକ
ଉଦାହରଣ :
ଋଷି ପ୍ରାତଃକାଳୀନ ସ୍ନାନ ନିମନ୍ତେ ନଦୀକୁ ଯାଉଥିଲେ
ଅନ୍ୟ ଭାଷାରେ ଅନୁବାଦ :
Immersing the body in water or sunshine.
bathing