ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସ୍ନାତକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସ୍ନାତକ   ବିଶେଷ୍ୟ

ଅର୍ଥ : ଯେ କୌଣସି ବିଶ୍ୱବିଦ୍ୟାଳୟର ନିମ୍ନତମ ଡିଗ୍ରୀ ବା ଉପାଧି ପ୍ରାପ୍ତ କରିବାପାଇଁ ପରୀକ୍ଷାରେ ସଫଳ ହୋଇଥାଏ

ଉଦାହରଣ : ଅର୍ଥ ଅଭାବରୁ ଅନେକ ସ୍ନାତକଙ୍କୁ ତାଙ୍କ ପାଠପଢ଼ା ବନ୍ଦ କରିବାକୁ ପଡ଼ିଲା

ସମକକ୍ଷ : ଗ୍ରାଜୁଏଟ୍‌

वह जिसने किसी विश्वविद्यालय की निम्नतम डिग्री या उपाधि प्राप्त करने के लिए परीक्षा पास की हो।

धनाभाव के कारण कई स्नातकों को अपनी पढ़ाई बंद करनी पड़ी।
ग्रेजुएट, ग्रैजुएट, स्नातक

A person who has received a degree from a school (high school or college or university).

alum, alumna, alumnus, grad, graduate

ଅର୍ଥ : କୌଣସି ଗୁରୁଙ୍କ ଅଧୀନରେ ରହି ଯେ ବିଦ୍ୟା ଅଧ୍ୟୟନ ଏବଂ ବ୍ରହ୍ମଚର୍ଯ୍ୟ ବ୍ରତ ସମାପ୍ତ କରିନେଇଛି

ଉଦାହରଣ : ସ୍ନାତକକୁ ସେହି ବିଦ୍ୟାପୀଠରେ ଆଚାର୍ଯ୍ୟ କରିଦିଆଗଲା

वह जिसने किसी गुरु के आधीन रहकर विद्या का अध्ययन और ब्रह्मचर्य-व्रत समाप्त कर लिया हो।

स्नातक को उसी विद्यापीठ में आचार्य बना दिया गया।
स्नातक

ଅର୍ଥ : କୌଣସି ବିଶ୍ୱବିଦ୍ୟାଳୟର ନିମ୍ନତମ ଡିଗ୍ରୀ ବା ଉପାଧି

ଉଦାହରଣ : ମୁଁ ମୁମ୍ବାଇ ବିଦ୍ୟାପୀଠରୁ ସ୍ନାତକ କରିଛି

किसी विश्वविद्यालय की निम्नतम डिग्री या उपाधि।

स्नातक मिलते ही मुझे नौकरी भी मिल गई।
स्नातक

An academic degree conferred on someone who has successfully completed undergraduate studies.

baccalaureate, bachelor's degree